୧୯୯୧ମସିହା ମେ’ ୨୧, ଦିନ ଥିଲ ମଙ୍ଗଳବାର। ମାତ୍ର ଭାରତୀୟ ରାଜନୀତି ଓ ଗାନ୍ଧି ପରିବାର ପାଇଁ ଏହା ଥିଲା ଅମଙ୍ଗଳ ସୂଚକ। ଲୋକସଭା ନିର୍ବାଚନରେ କଂଗ୍ରେସକୁ ବିଜୟୀ କରାଇବାକୁ ପ୍ରଚାର ମୋର୍ଚ୍ଚା ସମ୍ଭାଳି ଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ। ନିର୍ବାଚନୀ ସଭାରେ ପହଞ୍ଚି ଉଦବୋଧନ ଦେଉଥିଲେ। ମାତ୍ର ସେଇଠି…