କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରଥମେ ରାହୁଲ ଗାନ୍ଧୀଙ୍କ ନାମରେ ସହମତି ପ୍ରକାଶ ପାଇବ ବୋଲି ଅନୁମାନ କରାଯାଉଥିଲା। ମାତ୍ର ଗାନ୍ଧୀ ପରିବାର ରେସରେ ଯୋଡି ହେବେନାହିଁ ବୋଲି ସ୍ପଷ୍ଟ ହୋଇଛି। ପରେ ଶଶୀ ଥରୁର ଏବଂ ଅଶୋକ ଗେହଲଟ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା…