ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କୁ ନେଇ ଅନେକ ରୋଚକ ତଥ୍ୟ ଲୁଚିରହିଛି ।ଆଧ୍ୟାତ୍ମିକତାବାଦର ସେ ଏକ ଅପୁର୍ବ ନିଦର୍ଶନ।  ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ରହସ୍ୟର ସମନ୍ୱୟ। ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିରର ଅନେକ ରହସ୍ୟ ଓ କିମ୍ବଦନ୍ତୀ ରହିଛି। ଯେଉଁ ରହସ୍ୟ ଓ କିମ୍ବଦନ୍ତୀକୁ ଲୋକ ଲୋଚନକୁ ଆଣିବାକୁ ଅହରହ ଗବେଷଣା ଚାଲିଛି।ଏବେବି…