ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡଚର୍ଚ୍ଚିତ ୨୦୦୮ ମସିହା ଗୁଜରାଟର ଅହମଦାବାଦ ସିରିଜ୍‌ ବୋମା ବିସ୍ଫୋରଣରେ ବଡ଼ ରାୟ ଆସିଛି। ଏହି ସିରିଜ୍‌ ବୋମା ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪୯ ଜଣଙ୍କ ମଧ୍ୟରୁ ୩୮ ଜଣଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି। ସେହିପରି ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଅହମଦାବାଦର…