Uncategorized, ସ୍ପୋର୍ଟସ୍ ପ୍ଲାନ୍ ସକସେସ୍:୨୦୧୫ବିଶ୍ୱକପ ରେକର୍ଡ ଦୋହରାଇଲେ ରୋହିତ July 3, 2019 ପରାଜୟ ପରେ ବିଶ୍ୱକପ୍ ବିଜୟ ରଥକୁ ପୁଣି ଥରେ ଆଗକୁ ବଢ଼ାଇଛି ଟିମ୍ ଇଣ୍ଡିଆ। ବାଂଲାଦେଶକୁ ୨୮ରନରେ ହରାଇ ସେମିଫାଇନାଲ୍ ଟିକେଟ ହାତେଇଛି।ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ଶତକ,ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ବାଂଲାଦେଶକୁ ଦେଇଥିଲା ୩୧୫ରନ୍ ଟାର୍ଗେଟ।ବ୍ୟାଟ୍ସମ୍ୟାନଙ୍କ ପରେ କମାଲ୍ କଲେ ବୋଲର।ରନ୍ ଚାପିଲେ,ଓ୍ୱିକେଟ ଖସାଇଲେ।ୟର୍କର କିଙ୍ଗ ବୁମରାହ…
Connect With Us