
ହେମାଙ୍କ ପାଇଁ ଇସଲାମ୍ କବୁଲ୍ କଲେ ଧମେର୍ନ୍ଦ୍ର:ବ୍ୟାଚଲର ରହିଗଲେ ସଞ୍ଜୀବ କୁମାର
ଡ୍ରିମଗର୍ଲ ହେମାମାଳିନୀ,ଆଜି ବି ଝଟକୁଛନ୍ତି।ଯେତେବେଳେ ସିଲଭର ସ୍କ୍ରିନକୁ ଆସିଥିଲେ,ଲାଗୁଥିଲା ଜଣେ ପରୀ ମର୍ତ୍ତ୍ୟମଣ୍ଡଳକୁ ଓହ୍ଲାଇ ଆସିଛନ୍ତି।ହେମାଙ୍କ ଚମକରେ ତାଙ୍କ ସମସାମୟିକ ଅନେକ ଅଭିନେତା ଦିଓ୍ଵାନା ହୋଇଥିଲେ।ହେମାଙ୍କ ରୂପ ଲାବଣ୍ୟରେ ନିଜକୁ ହଜେଇ ଦେଇଥିଲେ ବିବାହିତ ଧମେର୍ନ୍ଦ୍ର। ସେଥିପାଇଁ ଇସଲାମ୍ ବି କବୁଲ୍ କରିଥିଲେ।ସେପଟେ ଡ୍ରିମଗର୍ଲଙ୍କୁ ଦିଲ୍ ଦେଇ ବାହା ନହୋଇ ରହିଗଲେ…
Connect With Us