ବିଜୁ ଜନତା ଦଳରେ ବରିଷ୍ଠଙ୍କ ଗୁରୁତ୍ୱ ନାହିଁ କହିଲେ ଚଳେ।ଦଳରେ ସାମିଲ ହେଉଥିବା ନେତାଙ୍କୁ ମନ୍ତ୍ରୀ କରାଯାଉଛି।ନବ ଦାସ,ରଘୁନନ୍ଦନ ଦାସ, ତୁଷାରକାନ୍ତ ବେହେରାମନ୍ତ୍ରୀ ହେବା ଏହାକୁ ସ୍ପଷ୍ଟ କରୁଛି।ଫଳରେ ଦେବୀ ମିଶ୍ର,ଅମର ଶତପଥି,ରୋହିତ ପୂଜାରୀ,ପ୍ରତାପ ଦେବ ଓ ଅତନୁ ସବ୍ୟସାଚୀ ନାୟକଙ୍କ ପରି ନେତା ବିଜେଡି ନେତୃତ୍ୱ ଉପରେ ଖଡଗ୍ ହସ୍ତ।ସେମାନେ…