ଆଞ୍ଚଳିକ ଦଳ RJD ରେ ଏବେ ପୁଣି ଫାଟ ଦେଖିବାକୁ ମିଳିଛି।ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ଏବେ ଅନେକ ବିବାଦ ସାମ୍ନାକୁ ଆସିଛି। ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ଓ ତେଜ୍ ପ୍ରତାପଙ୍କ ମଧ୍ୟରେ ପୁଣି ଥରେ ଫାଟ ସୃଷ୍ଟି ହୋଇଛି ।ଜାତୀୟ ଗଣମାଧ୍ୟମ…