ଫିଲ୍ମ ‘ତୁଝେ ମେରି କସମ’ର ଜେନେଲିଆ କି କସମ୍ ଦେଇଥିଲେ ରିତେଶଙ୍କୁ, ଡେଟ୍ ଖବର ୧୦ବର୍ଷ ପାଇନଥିଲା ମିଡିଆ March 2, 2019 ବଲିଉଡରେ ରିତେଶ ଦେଶମୁଖ ଓ ଜେନେଲିଆଙ୍କ ଲଭଷ୍ଟୋରୀ ଅନ୍ୟମାନଙ୍କ ପାଇଁ ମିସାଲ। ‘ମସ୍ତି’ ଓ ‘ହାଉସଫୁଲ’ ପରି ହିଟ୍ ଫିଲ୍ମରେ ଅଭିନୟ କରିଥିବା ରିତେଶଙ୍କର ରିୟଲ ଲାଇଫ୍ ମଧ୍ୟ ବେଶ୍ ସଫଳ।୨୦୦୨ରେ ‘ତୁଝେ ମେରି କସମ’ରେ ଦୁହେଁ ଦୁହିଁଙ୍କ ନିକଟତର ହୋଇଥିଲେ। ହାଇଦ୍ରାବଦ ଏୟାରପୋର୍ଟରେ ଜେନେଲିଆଙ୍କୁ ଭେଟିଥିଲେ ରିତେଶ। ତାଙ୍କୁ ହିରୋଇନଙ୍କ…
Connect With Us