ପଛୁଆ ବର୍ଗଙ୍କୁ ପଂଚାୟତ ନିର୍ବାଚନରେ ସଂରକ୍ଷଣ ପାଇଁ ପଂଚାୟତସ୍ତରରେ ଦସ୍ତଖତ ଅଭିଯାନ ଚଳାଇବ ବିଜେପି ବିଗତ କିଛି ଦିନର କାର୍ଯ୍ୟକଳାପରୁ ରାଜ୍ୟ ସରକାରଙ୍କ ପଛୁଆ ବର୍ଗଙ୍କୁ ତାଙ୍କ ସାମ୍ବିଧାନିକ ଅଧିକାର ପ୍ରଦାନ କରିବାର ଆନ୍ତରିକତାର ଅଭାବ ଥିବା ଯୁକ୍ତି ବାଢ଼ିଛନ୍ତି ବିଜେପି ବିଧାୟକ ।ଆଗାମୀ ପଂଚାୟତ ନିର୍ବାଚନରେ ରାଜ୍ୟ ସରକାର କୋର୍ଟଙ୍କ…