ନ୍ୟୁଜ୍, ଫିଲ୍ମ ବିବାହ ବନ୍ଧନରେ ବାନ୍ଧି ହେବେ ରଣବୀର ଓ ଆଲିଆ April 7, 2022 ବଲିଉଡ଼ର ଦୁଇ ଚର୍ଚ୍ଚିତ ଯୋଡି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଚଳିତ ବର୍ଷର ସବୁଠାରୁ ବଡ଼ ଓ ପ୍ରତୀକ୍ଷିତ ବିବାହ ହେବାକୁ ଯାଉଛି। ଅନେକ ସମୟରେ ବିବାହକୁ ନେଇ ଟ୍ରୋଲ ହୋଇଥିବା ଏହି ଯୋଡି ଖୁବ୍ ଶିଘ୍ର ବିବାହ କରିବେ। ଯଦିଓ ଏମାନଙ୍କର ବିବାହ ତାରିଖ ଘୋଷଣା ହୋଇନାହିଁ ତଥାପି…
ଫିଲ୍ମ ଡେଟିଂ ପରେ ବ୍ରେକଅପ୍ ପୁଣି ବକ୍ସ ଅଫିସରେ ଲଭବାର୍ଡଙ୍କ ଫିଲ୍ମ ସୁପର ହିଟ୍ February 6, 2019 ଅଭିନେତ୍ରୀ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥାଆନ୍ତି ରଣବୀର କପୁର। ରଣବୀର ଓ କ୍ୟାଟ୍ରିନାଙ୍କ ଲଭଷ୍ଟୋରୀ ‘ଅଜବ ପ୍ରେମ କି ଗଜବ କାହାନୀ’ରେ ଆରମ୍ଭ ହୋଇଥିଲା। କିନ୍ତୁ ଏହା ଅଧିକା ଦିନ ଚାଲିନଥିଲା। ବ୍ରେକଅପ୍ ପରେ ‘ଜଗା ଜାସୁସ’ରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ତେବେ ବଲିଉଡରେ ମୋଷ୍ଟ୍ ଗସପି ଯୋଡି…
Connect With Us