ନ୍ୟୁଜ୍ ରାଜ୍ୟ ପରିବହନ ବିଭାଗରେ ‘ପୁଷ୍ପା’ର କ୍ରେଜ୍ January 29, 2022 ବର୍ତ୍ତମାନ ସାଉଥ୍ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘ପୁଷ୍ପା’କୁ ନେଇ ସବୁଠି କ୍ରେଜ୍। ଦେଶ ବିଦେଶରେ ସବୁଠି ‘ପୁଷ୍ପା’ର ଝଲକ ଦେଖିବାକୁ ମିଳୁଛି। କିଏ ‘ପୁଷ୍ପା’ ଗେଟ୍ଅପ୍ରେ ଆସୁଛି ତ ଆଉ କିଏ ଗୀତରେ ଝୁମୁଛି।‘ପୁଷ୍ପା’କୁ ନେଇ ପାଗଳ ହୋଇଛି ସାରା ଦୁନିଆ। ଏପରି ସ୍ଥିତିରେ ‘ପୁଷ୍ପା’କୁ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(STA) ଏକ…
Connect With Us