ନ୍ୟୁଜ୍, ପଲିଟିକ୍ସ ପୁରୀ ହିଂସାକାଣ୍ଡ ପଛରେ କଣ ବିବାଦୀୟ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ହାତ ରହିଛି ? October 8, 2018 ଭୁବନେଶ୍ୱର: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପ୍ରତିବାଦରେ ପୁରୀରେ ହୋଇଥିବା ହିଂସାକାଣ୍ଡ ପଛରେ, ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ହାତ ରହିଛି। ପୁରୀ ବିଧାୟକ ମହେଶ୍ୱରଙ୍କୁ ଏଭଳି ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ। “ଶାନ୍ତି କମିଟିକୁ ଡାକି ଲୋକଙ୍କୁ ଗିରଫ କରୁଛନ୍ତି । ଆମର ସନ୍ଦେହ…
ନ୍ୟୁଜ୍ ପୁରୀ ବନ୍ଦ : ଜଗନ୍ନାଥଙ୍କୁ ଧାଡ଼ିରେ ଦର୍ଶନ ବ୍ୟବସ୍ଥାକୁ ବିରୋଧ, ମନ୍ତ୍ରୀ ମହେଶ୍ୱରଙ୍କ ଘରେ ଭଙ୍ଗାରୁଜା October 3, 2018 ପୁରୀ: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ପ୍ରତିବାଦ କରି ଆଜି(ବୁଧବାର) ପୁରୀ ବନ୍ଦ ହୋଇଛି । ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଡକା ଯାଇଥିବା ବନ୍ଦକୁ ନେଇ ପୁରୀ ସହରର ଆଇନ ଶୃଙ୍କଳା ପରିସ୍ଥିତିକୁ ଅଣାୟତ ହୋଇ ପଡିଛି। ସିଂହଦ୍ୱାରା ସମ୍ମୁଖରେ ଥିବା ବ୍ୟାରିକେଡ୍କୁ ସେବାୟତ ଓ ଶ୍ରୀଜଗନ୍ନାଥ ସେନା ଭାଙ୍ଗି ଦେଇଛନ୍ତି।…
Connect With Us