

ରାଜ୍ୟ ହାଇକୋର୍ଟର ନାଁରେ ହୋଇପାରେ ପରିବର୍ତ୍ତନ
ରାଜ୍ୟ ହାଇକୋର୍ଟର ନାଁରେ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରାଯାଇଛି।ବିଜେଡି ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ଓରିଶା ହାଇକୋର୍ଟର ନାମକୁ ଓଡ଼ିଶା ହାଇକୋର୍ଟରେ ପରିବର୍ତ୍ତନ କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି। ସେ ରାଜ୍ୟସଭାର ଶୁନ୍ୟ କାଳରେ ଏହି ପ୍ରସ୍ତାବ ଉଠାଇଥିଲେ। ରାଜ୍ୟ ଗୁଡ଼ିକର ନାମ ପରିବର୍ତ୍ତନ ସହିତ ଉଚ୍ଚ ନ୍ୟାୟାଳୟର ନାମ ପରିବର୍ତ୍ତନ ପାଇଁ…
Connect With Us