ବଲାଙ୍ଗିର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶାକୁ ତୋଫାନୀ ଗସ୍ତ ହେଉଛି। କିନ୍ତୁ ନିର୍ବାଚନର ତାରିଖ ଯେତିକି ପାଖାଉଛି,ବିଜେଡି ସରକାର ବିରୋଧରେ ମୋଦିଙ୍କ ଆଟାକ୍ ସେତିକି କମୁଛି । ୨୦୧୮ ସେପ୍ଟମ୍ବରରେ ନବୀନ ପଟ୍ଟନାୟକଙ୍କ ସରକାରକୁ PC ସରକାର କହୁଥିବା ମୋଦିଙ୍କ ଟାର୍ଗେଟ ରେଞ୍ଜରେ ଏବେ ବିଜେଡି ଥିଲା ପରି ଲାଗୁ ନାହିଁ। ଆଜି(ମଙ୍ଗଳବାର)…