

ଏପ୍ରିଲ 2’ରେ ବେଦୁଙ୍କ ସ୍ତ୍ରୀଙ୍କୁ BJD ହତାଦର କଲା:ସିମ୍ପାଥି ପାଇଁ ସାବିତ୍ରୀଙ୍କୁ ପ୍ରାର୍ଥୀ କଲେ!
ବିଜୟ ମହାପାତ୍ରଙ୍କୁ ପାଟକୁରାରେ ହରାଇବା ଲାଗି ସିମ୍ପାଥି କାର୍ଡର ସାହାରା ନେଇଛନ୍ତି ନବୀନ ପଟ୍ଟନାୟକ।ବିଜୁ ପଟ୍ଟନାୟକଙ୍କ ଦେହାନ୍ତର ସମବେଦନାରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ନବୀନ ଜାଣନ୍ତି ଏବେ ପାଟକୁରା ମୁଡ୍ ବିଜୟଙ୍କ ସପକ୍ଷରେ ରହିଛି।ସେଥିପାଇଁ ମେ’୧୯ରେ ଭୋଟ ହେବାକୁ ଥିବା ପାଟକୁରା ଆସନରେ ଦିବଙ୍ଗତ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ସ୍ତ୍ରୀ ସାବିତ୍ରୀଙ୍କୁ…

ଅସୁସ୍ଥତା ଯୋଗୁ ସୁଜ୍ଞାନୀ-ଚ୍ୟାଉପଟ୍ଟନାୟକଙ୍କ ଟିକେଟ କଟିଲା:ବେଦୁଙ୍କୁ କାହିଁକି ପ୍ରାର୍ଥୀ କରିଥିଲା BJD?
ବିଜେଡିର ବରିଷ୍ଠ ନେତା ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ୮୨ବର୍ଷ ବୟସରେ ପରଲୋକ ହୋଇଛି।୬ଥରର ବିଧାୟକ ବେଦୁବାବୁ ଭାବେ ଖ୍ୟାତ ବେଦପ୍ରକାଶ,ଏଥର ପାଟକୁରାରେ ବିଜେଡିର ବିଧାୟକ ପ୍ରାର୍ଥୀ ଥିଲେ।କିନ୍ତୁ ବୟସାଧିକ କାରଣରୁ ଅସୁସ୍ଥ ଥିବାରୁ ନିର୍ବାଚନ ଲଢ଼ିବାକୁ ଅମଙ୍ଗ ଥିଲେ ବେଦୁବାବୁ।ନାମାଙ୍କନ ପତ୍ର ଦାଖଲ କରିବାକୁ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କ ଅଫିସର ପ୍ରଥମ ମହଲାକୁ ଯାଇ…
Connect With Us