ସ୍ପୋର୍ଟସ୍ ଓଡ଼ିଶା ମହିଳା ହକି ଟିମର କମାଲ୍,ଜାତୀୟ ସିନିୟର ବର୍ଗରେ ଚାମ୍ପିୟନ May 18, 2022 ପ୍ରଥମଥର ପାଇଁ ଓଡ଼ିଶା ଜାତୀୟ ସିନିୟର ମହିଳା ହକି ଚାମ୍ପିୟନସିପ୍ ଜିତିଛି। ମେ ୧୭ ରେ ମଧ୍ୟପ୍ରଦେଶ ଭୋପାଲରେ ଚାଲିଥିବା ଚାମ୍ପିୟନସିପ୍ର ଫାଇନାଲ ମୁକାବିଲାରେ ଓଡ଼ିଶା ୨-୦ ଗୋଲରେ କର୍ଣ୍ଣାଟକକୁ ହରାଇ ରେକର୍ଡ କରିଛି। ଓଡ଼ିଶା ପକ୍ଷରୁ ପୁନମ ବାର୍ଲା ଓ ଅସୀମ କାଞ୍ଚଳନ ବାର୍ଲା ଗୋଲ ସ୍କୋର କରି ରେକର୍ଡ…
Connect With Us