ନ୍ୟୁଜ୍ ସ୍ଥିତି ସମ୍ଭାଳିବାରେ ଶର୍ମା ଫେଲ୍! କମିସନର ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ମାଡ଼, ଡିଜିପି ବେଳେ ହାଇକୋର୍ଟ ଅଚଳ November 1, 2018 ଭୁବନେଶ୍ୱର: ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା,୧୯୮୬ବ୍ୟାଚର ଆଇପିଏସ୍ ଅଫିସର। ବର୍ତ୍ତମାନ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଡ୍ ବୁକରେ ଥିବା ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ପ୍ରାୟ ୧୧ବର୍ଷ ହେବ ଓଡ଼ିଶାରେ କେହି ମନେ ରଖିନଥିଲେ।୨୦୦୨ ପରେ ସେ କେନ୍ଦ୍ରୀୟ ଡେପୁଟେସନରେ ଦିଲ୍ଲୀ ଚାଲି ଯାଇଥିଲେ। ତେବେ ୨୦୧୩ ଅଗଷ୍ଟ…
Connect With Us