ଓଡ଼ିଶାର ପ୍ରାଚୀନ ଐତିହ୍ୟ ଧିରେଧିରେ ନିଜର ସ୍ୱତନ୍ତ୍ରତା ହରାଉଛି । ଏହି ଐତିହ୍ୟ ସ୍ଥଳୀ ଉପରେ ଗଢ଼ି ଉଠିଛି ସହରୀ କଲୋନୀ। ଜବରଦଖଲ ଜମି ଉପରେ ଗଢ଼ା ଯାଇଥିବା କୋଠା ଭିତରେ ହଜିବାରେ ଲାଗିଛି ଐତିହ୍ୟ। ସହରୀକରଣ ଯୋଗୁଁ ଧିରେଧିର ସଙ୍କୁଚିତ ହେବାରେ ଲାଗିଛି। ୧୯୫୦ ଗେଜେଟ୍ ନୋଟିଫିକେସନ୍ ଅନୁଯାୟୀ ମୋଟ୍…