ଅଦଲାତ ଅବମାନନା ମାମଲାର ଶୁଣାଣି କରିବା ଲାଗି ଓଡ଼ିଶା ହାଇକୋର୍ଟ ବସିଲା ଫୁଲ୍ ବେଞ୍ଚ।ମୁଖ୍ୟ ବିଚାରପତି କଳ୍ପେଶ ସତେନ୍ଦ୍ର ଜାଭରୀଙ୍କ ସମେତ ୧୪ ବିଚାରପତିଙ୍କୁ ନେଇ ହାଇକୋର୍ଟର ସମସ୍ତ ଜଜ୍ ମାମଲାର ଶୁଣାଣି କରିଛନ୍ତି।ହାଇକୋର୍ଟର ରେଜିଷ୍ଟ୍ରାର ଜୁଡିସିଆଲଙ୍କ ପକ୍ଷରୁ ଦାୟର ହୋଇଥିବା ଅଦଲାତ ମାମଲାର ଶୁଣାଣି କରିବାକୁ ଆଜି(ଅକ୍ଟୋବର ୧୫) ସମସ୍ତ…