ନ୍ୟୁଜ୍, ପଲିଟିକ୍ସ, ସ୍ପୋର୍ଟସ୍ କେଉଁ ସମ୍ଭାବନା କଥା କହୁଛନ୍ତି ସିନ୍ଧୁ? December 25, 2021 ହରଭଜନ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କୁ ଭେଟିବାପରେ ଅନେକ ରାଜନୈତୀକ ଆଲୋଚନା ମୁଣ୍ଡ ଟେକିଛି।ଉଭୟଙ୍କର ଏକ ଫଟ ପୋଷ୍ଟ କରି ସିଦ୍ଧୁ ଲେଖିଥିଲେ-ସମ୍ଭାବନାରେ ପରିପୂର୍ଣ୍ଣ ଏକ ଚିତ୍ର। ଗତ କିଛି ଦିନ ହେବ ଗଣମାଧ୍ୟମରେ କଳ୍ପନାଜଳ୍ପନା କରାଯାଉଛି ଯେ କଂଗ୍ରେସ ଦଳ ଆଗାମୀ ବିଧାନସଭା ନିର୍ବାଚନରେ ଜଳନ୍ଧରରୁ ହରଭଜନଙ୍କୁ…
Connect With Us