ନ୍ୟୁଜ୍, ପଲିଟିକ୍ସ ଅଡୁଆରେ ନବୀନ:ବିଜୟଙ୍କୁ ନେଇ ବାରଗେନ୍ କରୁଛନ୍ତି ଦିଲ୍ଲୀପ ରାୟ! March 16, 2019 ୧୭ ବର୍ଷ ପରେ ଓଡ଼ିଶାର ରାଜନୈତିକ ଇତିହାସ କଡ଼ ଲେଉଟାଇଲା। ୨୦୦୨ରେ ଯେଉଁ ଦଳରୁ ନିଲମ୍ବିତ ହୋଇଥିଲେ ସେହି ବିଜେଡିକୁ ଦିଲ୍ଲୀପ ରାୟ ଫେରୁଛନ୍ତି!ଆଜି(ଶନିବାର)ସଂଧ୍ୟାରେ ଦିଲ୍ଲୀପ ରାୟ,ପ୍ରଣବ ଦାସଙ୍କ କାରରେ ନବୀନ ନିବାସ ଯାଇଥିଲେ।ନବୀନଙ୍କ ସହ ଦିଲ୍ଲୀପଙ୍କ ଆଲୋଚନା ବେଳେ ଅନଙ୍ଗ ଉଦୟ ସିଂହଦେଓ,ପ୍ରସନ୍ନ ଆଚାର୍ଯ୍ୟ ଏବଂ ବିକ୍ରମ ଆରୁଖ ଉପସ୍ଥିତ…
Connect With Us