ରାଜଧାନୀର ପ୍ରଥମ ନାଗରିକ ଜଣେ ମହିଳା ହେବାକୁ ଯାଉଥିବାର ସ୍ପଷ୍ଟ ହୋଇଛି।କାରଣ ଓଡ଼ିଶା ସରକାରଙ୍କ ବିଜ୍ଞପ୍ତି ଅନୁସାରେ ଭୁବନେଶ୍ୱର ମହାନଗର ନିଗମର ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଅବଶ୍ୟ ମହାନଗର ନିଗମ ପ୍ରତିଷ୍ଠା ହେବା ଦିନ ଠାରୁ ଅଣସଂରକ୍ଷିତ ହୋଇ ଆସୁଥିବା ମେୟର ପଦ, ପ୍ରଥମ ଥର ପାଇଁ…