ନ୍ୟୁଜ୍ ୨୧ ବର୍ଷ ପରେ ଭାରତକୁ କ୍ରାଉନ୍ December 13, 2021 ୨୧ବର୍ଷ ପରେ ଭାରତ ପାଇଁ ଗୌରବ ଆଣିଦେଇଛନ୍ତି ହର୍ନାଜ୍ ସାନ୍ଧୁ।ମିସ୍ ୟନିଭର୍ସ ଟାଇଟଲ ଜିତି ସେ ଦେଶର ଶ୍ରୀବୃଦ୍ଧି କରିଛନ୍ତି।ଇସ୍ରାଏଲର ଏଲାଟରେ ଆୟୋଜିତ ୭୦ ତମ ମିସ୍ ୟୁନିଭର୍ସ ୨୦୨୧ ରେ ସାନ୍ଧୁ ଭାରତର ପ୍ରତିନିଧିତ୍ୱ କରିଥିଲେ।ବହୁଦିନର ପ୍ରତିକ୍ଷା ପରେ ମିସ୍ ୟୁନିଭର୍ସ କ୍ରାଉନ୍ ସେ ଭାରତକୁ ଆଣିଛନ୍ତି।୨୦୦୦ ରେ ଲାରା…
Connect With Us