
ସ୍ୱାସ୍ଥ୍ୟବୀମାକୁ ନେଇ ସୁପ୍ରିମ ରାୟ
ସ୍ୱାସ୍ଥ୍ୟବୀମାକୁ ନେଇ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ।ସ୍ୱାସ୍ଥ୍ୟବୀମା ପଲିସି ନେଇ କୌଣସି ବାହାନା ଦେଖାଇ କ୍ଲେମ ପ୍ରତ୍ୟାଖ୍ୟାନ କରିପାରିବେନି କମ୍ପାନୀ।ଥରେ ସ୍ୱାସ୍ଥ୍ୟ ବୀମା କରିବା ପରେ କମ୍ପାନୀ ବର୍ତ୍ତମାନର ସ୍ୱାସ୍ଥ୍ୟ କଥା କହି ହିତାଧିକାରୀଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ମନା କରିପାରିବ ନାହିଁ।ସୁପ୍ରିମକୋର୍ଟ ଇନସ୍ୟୁରେନ୍ସ କ୍ଲେମକୁ ନେଇ ଏକ ମାମଲାର ଶୁଣାଣି…
Connect With Us