ଭୁବନେଶ୍ୱର: ଧାନର ସହାୟକ ମୂଲ୍ୟ ବୃଦ୍ଧି ନେଇ ଗତକାଲି(ମଙ୍ଗଳବାର) ଦିଲ୍ଲୀରେ ବିଜେଡି ବକ୍ଷୋଭ କଲା। ବିମୁଦ୍ରୀକରଣ ଏବଂ ଜିଏସଟିରେ କେନ୍ଦ୍ର ସରକାରଙ୍କୁ ଖୋଲା ସମର୍ଥନ ଦେଇଥିବା ବିଜେଡି, ମୋଦି ସରକାରଙ୍କ ବିରୋଧରେ ଦିଲ୍ଲୀରେ ପ୍ରଥମ ବିକ୍ଷୋଭ କଲା। ଆଶା କରାଯାଉଥିଲା କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ରାଷ୍ଟ୍ରପତିଙ୍କୁ ଭେଟୁଥିବା ନବୀନ ପଟ୍ଟନାୟକ,…