ସ୍ୱର ସମ୍ରାଜ୍ଞୀ,କୋକିଳ କଣ୍ଠୀ ,ଭାରତ ରତ୍ନ,ପଦ୍ମଭୂଷଣ, ପଦ୍ମ ଭୂଷଣ ଏବଂ ଦାଦାସାହେବ ଫାଲକେ ଆଦି  ପୁରସ୍କାର ପ୍ରାପ୍ତ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେଶକର  ୯୨ ବର୍ଷରେ ଦେହାନ୍ତ ହୋଇଛି। ସେ ଭାରତୀୟ ସିନେମାର ଏକ ଆଇକନ୍ ଭାବେ ପରିଚିତ ଥିଲେ।ତାଙ୍କ ମୃତ୍ୟୁରେ ସଙ୍ଗୀତ,ସିନେମା ଜଗତ ସମେତ ବିଭିନ୍ନ ମହଲରେ ଶୋକର ଛାୟା…