ଭୁବନେଶ୍ୱର: ଓଡ଼ିଶା କ୍ୟାଡର IAS ଅପରାଜିତା ଷଡ଼ଙ୍ଗୀ ଆଜି(ମଙ୍ଗଳବାର) ବିଜେପିରେ ଯୋଗ ଦେଇଛନ୍ତି।ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ଅପରାଜିତା।”ବିଜେପିର ବିଚାରଧାରା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ, ତାଙ୍କୁ ବିଜେପିରେ ଯୋଗ ଦେବା…