ବିଶିଷ୍ଠ କଥକ ନୃତ୍ୟଗୁରୁ ବିରଜୁ  ମହାରାଜ  ଦେହାନ୍ତ ସମଗ୍ର ଭାରତବାସୀଙ୍କୁ ଦୁଃଖିତ କରିଛି ।ପଣ୍ଡିତ  ବିର୍‌ଜୁ ମହାରାଜ ଏକାଧାରରେ  ଗୁରୁ, ନୃତ୍ୟଶିଳ୍ପୀ, କୋରିଓଗ୍ରାଫର୍, ଗାୟକ ଓ  ସଂଗୀତକାର ଥିଲେ। ବିର୍‌ଜୁ ମହାରାଜ ତବଲା ବଜାଇବାକୁ ଭଲ ପାଉଥିଲେ। ଏହାସହ  କବିତା ଲେଖିବା ଓ ଚିତ୍ର  ଆଙ୍କିବାକୁ ମଧ୍ୟ ଭଲ ପାଉଥିଲେ। ବିର୍‌ଜୁ…