ଓଡ଼ିଶା ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି। ଆଡ଼ଋଷା ଦେଇଥିବା ନେତାଙ୍କ ମାନଭଞ୍ଜନ ଚାଲିଛି। ଏହାର ଭିତରେ ଏବେ ସମସ୍ତଙ୍କ ଉତ୍କଣ୍ଠା ଓଡ଼ିଶା ରାଜନୀତିର ଦୁଇ ନାୟକ ଦିଲ୍ଲୀପ-ବିଜୟଙ୍କ ଗତି କୁଆଡେ?ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କ ଘୋର ରାଜନୈତିକ ଶତ୍ରୁ ଦିଲ୍ଲୀପ ରାୟ ନବୀନ ନିବାସରେ ପହଞ୍ଚିଛନ୍ତି।ସେପେଟେ ବିଜୟ ମହାପାତ୍ରଙ୍କୁ ଦଳକୁ ଫେରାଇ…