ଭୁବନେଶ୍ୱର: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପ୍ରତିବାଦରେ ପୁରୀରେ ହୋଇଥିବା ହିଂସାକାଣ୍ଡ ପଛରେ, ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ହାତ ରହିଛି। ପୁରୀ ବିଧାୟକ ମହେଶ୍ୱରଙ୍କୁ ଏଭଳି ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ। “ଶାନ୍ତି କମିଟିକୁ ଡାକି ଲୋକଙ୍କୁ ଗିରଫ କରୁଛନ୍ତି । ଆମର ସନ୍ଦେହ…