ଇଂରେଜ ଶାସନ ସମୟରେ ଜାତିପ୍ରୀତି ପାଇଁ ସଂଗ୍ରାମ କରି ଅନେକ ମହାପୁରୁଷ ନିଜର ପ୍ରାଣବଳୀ ଦେଇଛନ୍ତି।ଓଡ଼ିଶାରେ ମୁଣ୍ଡ ଟେକିଥିବା ଆନ୍ଦୋଳନ ଦେଶର ପ୍ରଥମ ସ୍ୱାଧିନତା ସଂଗ୍ରାମର ମାନ୍ୟତା ମିଳିଛି। ୧୮୧୭ ମସିହାର ସୀପାହି ବିଦ୍ରୋହକୁ ଦେଶର ପ୍ରଥମ ସଂଗ୍ରାମ କହୁଥିବା ବେଳେ ୧୮୦୪ର ପାଇକ ବିଦ୍ରୋହ ହିଁ ସର୍ବପ୍ରଥମ ସଂଗ୍ରାମ ବୋଲି…