ଭୁବନେଶ୍ୱର: ସବୁ ଓପିନିଅନ୍ ପୋଲର ସର୍ଭେ ରିପୋର୍ଟ କହୁଛି, ଓଡ଼ିଶାରେ ବିଜେପିର ଗ୍ରୋଥ ହେଉଛି। ସେଥିପାଇଁ ୨୦୧୯ ନିର୍ବାଚନ ପାଇଁ ଆସନ୍ତା ମାସରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାରୁ ପ୍ରଚାର ଆରମ୍ଭ କରିପାରନ୍ତି। ହେଲେ ଉପକୂଳ ଓଡ଼ିଶାରେ ବିଜେପିରେ ପପୁଲାର ଚେହେରାର ଅଭାବ ରହିଛି। ଯେଉଁଥିପାଇଁ ମୋଦି, ଅମିତ ଶାହ ଏବଂ…