ଓଡ଼ିଆ ଜାତିର ପରିଚୟ ଶ୍ରୀଜଗନ୍ନାଥ। ମହାବାହୁଙ୍କର ଶ୍ରୀମନ୍ଦିର ଅନେକ ସମୟରେ ବିପଦକୁ ସାମ୍ନା କରୁଛି। କେବେ କଳାପାହାଡ ଶ୍ରୀମନ୍ଦିରକୁ ମାଟିରେ ମିଶାଇବାକୁ ଚେଷ୍ଟା କରିଛି। ଜଗନ୍ନାଥଙ୍କୁ ସୁରକ୍ଷା ଦେବାକୁ ତାଙ୍କୁ ପାତାଳୀ କରାଯିବାର ଇତିହାସ ଏ ଜାତି ପାଇଁ ନୂଆ ନୁହେଁ। ସେଇଥିପାଇଁ ତ  ଶ୍ରୀମନ୍ଦିର ସୁରକ୍ଷାକୁ ପ୍ରାଥମିକତା ଦେବା ଏକ…