ସ୍ପୋର୍ଟସ୍ ସୁପର ସନଡେ ଫାଇଟ୍: ପାକିସ୍ତାନକୁ ହରାଇ ମିଶନ୍ ଫାଇନାଲରେ ଟିମ୍ ଇଣ୍ଡିଆ September 23, 2018 ଭୁବନେଶ୍ୱର:ଏସିଆ କପରେ ଆଗକୁ ଆଗକୁ ଗଡ଼ି ଚାଲିଛି ଟିମ୍ ଇଣ୍ଡିଆର ବିଜୟ ରଥ । ପ୍ରତ୍ୟେକ ଖେଳାଳି କ୍ରିକେଟ ରଣାଙ୍ଗନାରେ ପତିଆରା ଜାରି ରଖିଛନ୍ତି । ଆଜି ସୁପର୍ ସନଡେରେ ପାକିସ୍ତାନ ସହ ସୁପର ଫୋର୍ ଟକ୍କର । ଏହି ମ୍ୟାଚ୍ ଜିତି ଫାଇନାଲରେ ସ୍ଥାନ ପକ୍କା କରିବ ମେନ୍-ଇନ୍ ବ୍ଲୁ…
Connect With Us