ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଦେଶରେ ଆକ୍ରୋଶ ବଢ଼ିବାରେ ଲାଗିଛି। ପାକିସ୍ତାନକୁ ସବୁ ସ୍ତରରେ ବୟକଟ୍ ପାଇଁ ଦାବି ହେଲାଣି। ଆଗାମୀ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ସହ ମ୍ୟାଚ୍ ବୟକଟ ପାଇଁ ଦାବି ଉଠାଲାଣି। କ୍ରିକେଟର ବହୁ ଦିଗଜ ବି ସ୍ୱର ଉଠାଇଲେଣି। ପାକିସ୍ତାନକୁ ବିଶ୍ୱକପରେ ବୟକଟ ଦାବି ସୋସିଆଲ୍ ମିଡିଆରେ…