
ମୋଦିଙ୍କ ଫୋକସରେ ଓଡ଼ିଶା:ଦ୍ରୋପଦୀଙ୍କ ପରେ ବିଶ୍ୱଭୂଷଣ ହେଲେ ରାଜ୍ୟପାଳ
ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ହେଲେ ବିଶ୍ୱଭୂଷଣ ହରିଚନ୍ଦନ।ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତି ପ୍ରଦାନ କରିଛନ୍ତି।5ଥର ବିଧାୟକ ବିଶ୍ୱଭୂଷଣ,1971ରେ ଜନସଂଘରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ।ହାଇକୋର୍ଟରେ ଓକିଲାତି କରୁଥିବା ବିଶ୍ୱଭୂଷଣ,ଏକଦା କୋର୍ଟରେ ବିଚାରପତିଙ୍କୁ“ମାଇ ଲର୍ଡ”ଭାବେ ସମ୍ବୋଧନ କରୁଥିଲେ।ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଜୁକ୍ତି ହେବା ପରେ ବିଶ୍ୱଭୂଷଣ…
Connect With Us