ଆରପାରିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ୍। ପ୍ରଧାନମନ୍ତ୍ରୀଙ୍କ ମା ହୋଇ ସୁଦ୍ଧା ସରଳ ଜୀବନ ଯାପନ ଓ ସାଧାରଣ ଲୋକଙ୍କ ପରି ସମୟ କାଟିବା ପାଇଁ ସେ ବିଭିନ୍ନ ସମୟରେ ଚର୍ଚ୍ଚାରେ ଥିଲେ। ବିମୁଦ୍ରୀକରଣ ସମୟରେ ସାଧାରଣ ଲୋକଙ୍କ ପରି ଧାଡ଼ିରେ ରହି ଟଙ୍କା ବଦଳାଇବା, ମୋଦୀଙ୍କ ସହ…