ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବାକୁ ବିଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ପଶ୍ଚିମ ଓଡ଼ିଶାର ଛାତ୍ର,ମହିଳା ଏବଂ କୃଷକମାନେ ତାଙ୍କ ଅଞ୍ଚଳରୁ ଲଢ଼ିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି।ସେମାନଙ୍କ ପ୍ରସ୍ତାବକୁ ଗୁରୁତର ସହ ବିଚାର କରୁଛନ୍ତି ବୋଲି ନବୀନ ପଟ୍ଟନାୟକ କହିଛନ୍ତି।ଏମିତି ହେଲେ ଓଡ଼ିଶାର ସବୁଠୁ ବଡ଼ ଜିଲ୍ଲା ଗଞ୍ଜାମ ବଦଳରେ ପଶ୍ଚିମ…