

ରାଜ୍ୟର ଆର୍ଥିକ ସ୍ଥିତି ଖରାପ:ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବ ଓଡ଼ିଶା!
ରାଜନୀତିର ପଶାପାଲିରେ ଫସିଥିବା କେନ୍ଦ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା‘ଆୟୁଷ୍ମାନ ଭାରତ’ଓଡ଼ିଶାରେ ଲାଗୁ ହୋଇପାରେ।‘ଆୟୁଷ୍ମାନ ଭାରତ’ର CEOଇନ୍ଦୁଭୂଷଣ ମଙ୍ଗଳବାର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସହ ଆଲୋଚନା କରିଛନ୍ତି।ଇନ୍ଦୁଭୂଷଣଙ୍କ ୫ଜଣିଆ ଟିମ୍,ପ୍ରଥମେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଓ ‘ଆୟୁଷ୍ମାନ ଭାରତ’ ସଂପର୍କରେ ଆଲୋଚନା କଲେ।‘ଆୟୁଷ୍ମାନ ଭାରତ’…
Connect With Us