
ବିଜେଡିରେ ଘମାସନ: ମନ୍ତ୍ରୀ ବଦ୍ରିଙ୍କ କଟ୍ଟାକ୍ଷ ‘ସାଂସଦ ସୌମ୍ୟ ହେଉଛନ୍ତି ମହାପୁରୁଷ’
ଭୁବନେଶ୍ୱର:ବିଜେଡିରେ ସବୁ କିଛି ଠିକ୍ ଠାକ୍ ଚାଲିନାହିଁ।ବିଜେଡି ସାଂସଦଙ୍କ ବିରୋଧରେ ମିଡିଆକୁ ପ୍ରତିକ୍ରିୟା ଦେଉଛନ୍ତି ନବୀନ ପଟ୍ଟନାୟକଙ୍କ କ୍ୟାବିନେଟର ବରିଷ୍ଠ ସଦସ୍ୟ। ମନ୍ତ୍ରୀ ବଦ୍ରି ପାତ୍ର,ନିଜ ନିର୍ବାଚନ କ୍ଷେତ୍ର ଘସିପୁରାରେ ଅସୁରିକ୍ଷତ ବୋଲି ନିଜେ କହୁଛନ୍ତି।‘ଘସିପୁରା ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ବଞ୍ଚିବା ଏବଂ ସ୍ୱାଧୀନ ଭାବେ ଚଳପ୍ରଚଳ କରିବା ସମ୍ଭବ ହେଉନାହିଁ’…
Connect With Us