ନ୍ୟୁଜ୍, ପଲିଟିକ୍ସ ଓବିସି ବର୍ଗଙ୍କୁ ଧୋକା! December 30, 2021 ପଂଚାୟତ ନିର୍ବାଚନ ପୁର୍ବରୁ ପଛୁଆ ବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗ ଜୋର ଧରିଛି।କଂଗ୍ରେସ ପରେ ବିଜେପି ମଧ୍ୟ ରାଜ୍ୟପାଳଙ୍କୁ ଭେଟି ପଛୁଆ ବର୍ଗ(ଓବିସି)ଙ୍କ ପାଇଁ ନିର୍ବାଚନରେ ସଂରକ୍ଷଣର ବ୍ୟବସ୍ଥା କରିବା ପରେ ହିଁ ପଂଚାୟତ ନିର୍ବାଚନ କରାଯିବା ନେଇ ଦାବୀ ରଖିଛି।ବିରୋଧି ଦଳ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ ରାଜ୍ୟ ନିର୍ବାଚନ କମିଶନ…
Connect With Us