ଓଡ଼ିଶା ଭୋଟରଙ୍କୁ ବିଜେପିର ବଡ଼ ନିର୍ବାଚନୀ ପ୍ରତିଶ୍ରୁତି। ରାଜ୍ୟରେ ବିଜେପି ସରକାର ଆସିଲେ ଲୋକଙ୍କୁ ମାଗଣାରେ ଡାଲି ଓ ଲୁଣ ମିଳିବ।ଓଡ଼ିଶାର ୩କୋଟି ୨୬ଲକ୍ଷ ଲୋକଙ୍କୁ ୧ଟଙ୍କାରେ ୫ କିଲୋଗ୍ରାମ ଚାଉଳ ସହ ଅଧା କେ.ଜି. ଡାଲି ଏବଂ ଅଧା କେ.ଜି ଲୁଣ ମିଳିବ ବୋଲି ବିଜେପି ଘୋଷଣା କରିଛି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…