ଭୁବନେଶ୍ୱର-ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ନବୀନ ପଟ୍ଟନାୟକ। ଜବାବ ମାଗୁଛି ଓଡ଼ିଶା କହି କେନ୍ଦ୍ର ସରକାରଙ୍କ ୯ଟି ବିଫଳତା ଘରେ ଘରେ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ନବୀନ। ଏହାସହ ଓଡ଼ିଶାର ବିକାଶ ଲାଗି ଆର୍ଥିକ ସ୍ୱାୟତ୍ତତା ମିଳୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।…