ଏକ୍ସଷ୍ଟେନସନରେ ଥିବା ପୂର୍ତ୍ତ ସଚିବ ନଳିନୀ ପ୍ରଧାନ,ନିଜ ପଦରୁ ଗୁରୁବାର ଦେଲେ ଇସ୍ତଫା। ଏବେ ତାଙ୍କୁ ବିଜେଡି ପାଛୋଟି ନେବ।ପୂର୍ବରୁ ଚାକିରୀରୁ ସେଚ୍ଛାକୃତ ଅବସର ନେଇଥିବା ପ୍ରିନିସପାଲ୍ ଆକାଉଣ୍ଟାଟ୍ ଜେନେରାଲ୍ ଅମର ପଟ୍ଟନାୟକ,ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ  ଏବଂ ସିବିଆଇର ପୂର୍ବତନ ମୁଖପାତ୍ର ଗିରିଧାରୀ ମହାନ୍ତି ବିଜେଡିରେ ଯୋଗ…