ଚାକଚକ୍ୟ ପୂର୍ଣ୍ଣ ବିଳାସମୟ ଦୁନିଆ ବଲିଉଡ। ସେଲିବ୍ରିଟଙ୍କ ଲାଇଫ୍ ଦେଖି ଏଭଳି ଜୀବନ କାଟିବାକୁ ଅନେକ ସ୍ୱପ୍ନ ଦେଖନ୍ତି।ସେଲିବ୍ରିଟଙ୍କ ନାଁ,ଲାଇଫ୍ ଷ୍ଟାଇଲ୍ଆ ପସନ୍ଦ କରନ୍ତି।ଷ୍ଟାରଙ୍କ ଚାକଚକ୍ୟ ତ ଆମେ ଦେଖିଥାଉ,କିନ୍ତୁ କ୍ୟାମେରାରେ ବଲିଉଡର ଡାର୍କ ସାଇଡ୍ କଏଦ ହୁଏନି। ବଲିଉଡରେ ଏପରି ଅଭିନେତ୍ରୀ ଥିଲେ,ଯେଉଁମାନେ ଡିପ୍ରେସନରେ ରହୁଥିଲେ, ଅତ୍ୟଧିକ ଚାପ ସହି…