କ୍ରିକେଟ୍ କ୍ଷେତ୍ରରେ ବେଶ୍ ଲୋକପ୍ରିୟତା ହାସଲ କରିଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ଆଜି ୧୪ ବର୍ଷରେ ପାଦ ଦେଇଛି। ୨୦୦୮ ଏପ୍ରିଲ ୧୮ ତାରିଖରେ ଆଇପିଏଲର ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା। ସେବେଠାରୁ  ଆରମ୍ଭ କରି ଆଜିପର୍ଯ୍ୟନ୍ତ ଏହି କେଳ ଅନେକ କ୍ରିକେଟପ୍ରେମୀଙ୍କ ଆକର୍ଷଣର କାରଣ ପାଲଟିଛି। କ୍ରିକେଟପ୍ରେମୀ ମାନେ ଏହାକୁ…