ୟୁକ୍ରେନ୍ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ସାରା ବିଶ୍ୱ ଉପରେ ପଡୁଛି। ୟୁକ୍ରେନ ଉପରେ ରୁଷିଆ କ୍ଷେପଣାସ୍ତ୍ର ମାଡ଼ ପରିବା ପରେ ବିଶ୍ବ ତୈଳ ବଜାର ପ୍ରଭାବିତ ହୋଇଛି। ପ୍ରତିଦିନ ଅଶୋଧିତ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଛି। ଭାରତ ଏହାକୁ ନେଇ ବେଶ ଚିନ୍ତିତ…