ଭୁବନେଶ୍ୱର: ରୋହିତ ପୂଜାରୀ ଓ ଅନୁପ ସାଏଙ୍କ ପରି ଏଥର ମଧ୍ୟ ନିର୍ବାଚନ ଆଗରୁ କଂଗ୍ରେସକୁ ଝଟକା ଦେବ ଅବିଭକ୍ତ ସମ୍ବଲପୁର ଜିଲ୍ଲା! ୨୦୧୯ ନିର୍ବାଚନ ଆଗରୁ ବିଜେଡିରେ ମିଶିବାକୁ ଯାଉଛନ୍ତି ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ନବ କିଶୋର ଦାସ। ଜାନୁଆରୀ ୨୪ରେ ବିଜେଡିରେ ମିଶୁଛନ୍ତି ବୋଲି ରବିବାର କିରିମିରା…