କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇରେ ଚାଲିଥିବା ବିବାଦରେ ଲାଭାନ୍ୱିତ ହୋଇଛନ୍ତି ଓଡ଼ିଶା କ୍ୟାଡର୍ ଆଇପିଏସ୍. ଏମ୍. ନାଗେଶ୍ୱର ରାଓ । ୧୯୮୬ ବ୍ୟାଚ୍ ଆଇପିଏସ୍ ଏମ୍. ନାଗେଶ୍ୱର ରାଓଙ୍କୁ ସିବିଆଇ ନିର୍ଦ୍ଦେଶକ ଦାୟିତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ଏହା ପୂର୍ବରୁ ସେ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଛନ୍ତି ।…